create account

ଝଲସିବ ଐତିହାସିକ କଳିଙ୍ଗ ଷ୍ଟୁଡିଓ by amanprem

View this thread on: hive.blogpeakd.comecency.com
· @amanprem ·
ଝଲସିବ ଐତିହାସିକ କଳିଙ୍ଗ ଷ୍ଟୁଡିଓ
ଭୁବନେଶ୍ୱର(ଏଟିିଆର ବ୍ୟୁରୋ):ନୂଆରୂପ ନେବ କଳିଙ୍ଗ ଷ୍ଟୁଡିଓ । ଏହାକୁ ଏକ ଆଧୁନିକ ଷ୍ଟେଟ ଅଫ ଦି ଆର୍ଟ ସିନେମା ଷ୍ଟୁଡିଓ ଭାବେ ବିକଶିତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ୨୦୦ କୋଟି ଟଙ୍କାର ପୁନର୍ବିନ୍ୟାସ ଯୋଜନା ପାଇଁ ଅନୁମୋଦନ ଦିଆଯାଇଛି । ଇଡକୋ ମାଧ୍ୟମରେ ଏହି ଯୋଜନାର କାର୍ଯ୍ୟକାରୀ କରାଯିବ । ଏପ୍ରିଲ ମାସରୁ ଏହି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ କରାଯାଇ ୨୦୨୩ ସୁଦ୍ଧା ଏହାର କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ଷ୍ଟୁଡିଓକୁ ମୁଖ୍ୟତଃ ୩ ଟି ଜୋନରେ ପ୍ରସ୍ତୁତି କରାଯିବ । ଜୋନ ୧ ରେ ଇନଡୋର ଶୁଟିଂ ଫ୍ଲୋର , ଶୁଟିଂ ମୁଖଶାଳା ,ଫିଲ୍ମ ଟେକ ଜୋନ , ବ୍ୟବସାୟ ସ୍ଥାନ ଅରଦି ରହିବ । ଜୋନ ୨ ରେ ଆଉଟ ଡୋର ଶୁଟିଂ ସୁବିଧା , ବିଷୟଭିତ୍ତକ ଶୁଟିଂ ଉଦ୍ୟାନ , ପିଲାଙ୍କ ପାଇଁ ଜୋନ ଇତ୍ୟାଦି ରହିବ । ଏବଂ ଜୋନ ୩ ରେ ଫୁଡ ଷ୍ଟଲ , କଳାକାରଙ୍କ ରହିବା ଖାଇବା ସୁବିଧା , ସାମାଜିକ କାର୍ଯ୍ୟକ୍ରମ ଆଦି ରହିବ ବୋଲି ନିଷ୍ପତ୍ତ ନିଆଯାଇଛି ।
👍  
properties (23)
authoramanprem
permlinkak3puvgw5heft0i3ux4x
categoryatrnews-thenewlyrenovatedhistorickalingastudioinbhubaneswar
json_metadata{"community":"exxp","app":"exxp","image":[""],"tags":["atrnews-thenewlyrenovatedhistorickalingastudioinbhubaneswar"],"canonical_url":"https://atrnews.in/odisha/the-newly-renovated-historic-kalinga-studio-in-bhubaneswar/"}
created2021-02-18 07:45:03
last_update2021-02-18 07:45:03
depth0
children0
last_payout2021-02-25 07:45:03
cashout_time1969-12-31 23:59:59
total_payout_value0.000 HBD
curator_payout_value0.000 HBD
pending_payout_value0.000 HBD
promoted0.000 HBD
body_length806
author_reputation33,104,693,194,908
root_title"ଝଲସିବ ଐତିହାସିକ କଳିଙ୍ଗ ଷ୍ଟୁଡିଓ"
beneficiaries
0.
accountsteempress
weight1,500
max_accepted_payout1,000,000.000 HBD
percent_hbd10,000
post_id101,934,965
net_rshares950,778,018
author_curate_reward""
vote details (1)