create account

ନିଆଁ ଆଁରେ ୨୫ ଦୋକାନ by amanprem

View this thread on: hive.blogpeakd.comecency.com
· @amanprem ·
$0.77
ନିଆଁ ଆଁରେ ୨୫ ଦୋକାନ
<center>https://atrnews.in/wp-content/uploads/2020/01/fire-1-.jpg</center> <br/>ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଫଳବଜାରରେ ଭୟାବହ ଅଗ୍ନିକାଣ୍ଡ । ଜଳି ପୋଡି ପାଉଁଶ ହୋଇଗଲା ୨୫ ଫଳ ଦୋକାନ । କଳ୍ପନା ଛକ ଓଭରବ୍ରିଜ୍ ନିକଟର ଭେଣ୍ଡିଂ ଜୋନ୍ ରେ ହୋଇଥିବା ଫଳ ବଜାରରେ ଏହି ଅଗ୍ନିକାଣ୍ଡ ଘଟିଛି ।

ଗତକାଲି ବିଳମ୍ବିତ ରାତିରେ ତାରିଣୀ ଭେଣ୍ଡିଂ ଜୋନ୍ ରେ ଅଚାନକ୍ ନିଆଁ ଲାଗିଯାଇଥିଲା । ନିଆଁ ଲାଗିଯାଇଥିବାର ଦେଖି ସ୍ଥାନୀୟ ଲୋକ ଅଗ୍ନିଶମ ବିଭାଗ ଟିମ୍ କୁ ଖବର ଦେଇଥିଲେ । ଏହାପରେ ଘଟଣାସ୍ଥଳରେ ଦମକଳ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଥିଲେ । ଏହି ଭୟାବହ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଫଳ ସମେତ ଦୋକାନ ଜଳି ପୋଡି ଛାର୍ ଖାର୍ ହୋଇଯାଇଛି । ମାତ୍ର ଭେଣ୍ଡିଂ ଜୋନ୍ ରେ ଅଚାନକ୍ ନିଆଁ କିଭଳି ଲାଗିଲା ସେ ନେଇ କୌଣସି କାରଣ ସ୍ପଷ୍ଟ ହୋଇନାହିଁ ।
👍  , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , and 932 others
properties (23)
authoramanprem
permlinkblf0zd2kf5
categorysteempress
json_metadata{"community":"steempress","app":"steempress","image":["https://atrnews.in/wp-content/uploads/2020/01/fire-1-.jpg"],"tags":["steempress","blog","atrnews-odishafire"],"canonical_url":"https://atrnews.in/odisha/fire-breaks-out-in-bhubaneswar-vending-zone/"}
created2020-01-24 06:06:27
last_update2020-01-24 06:06:27
depth0
children0
last_payout2020-01-31 06:06:27
cashout_time1969-12-31 23:59:59
total_payout_value0.382 HBD
curator_payout_value0.390 HBD
pending_payout_value0.000 HBD
promoted0.000 HBD
body_length623
author_reputation33,104,693,194,908
root_title"ନିଆଁ ଆଁରେ ୨୫ ଦୋକାନ"
beneficiaries
0.
accountsteempress
weight1,500
max_accepted_payout1,000,000.000 HBD
percent_hbd10,000
post_id94,711,438
net_rshares4,237,297,919,154
author_curate_reward""
vote details (996)