create account

ଆଜି ମହାଶିବରାତ୍ରି;ଚଳଚଞ୍ଚଳ ଶୈବପୀଠ,ଫୁଲରେ ଝଲସୁଛି ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର by amanprem

View this thread on: hive.blogpeakd.comecency.com
· @amanprem ·
$0.55
ଆଜି ମହାଶିବରାତ୍ରି;ଚଳଚଞ୍ଚଳ ଶୈବପୀଠ,ଫୁଲରେ ଝଲସୁଛି ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର
<center>https://atrnews.in/wp-content/uploads/2020/02/lo-750x420.jpg</center> <br/>ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ପବିତ୍ର ମହାଶିବରାତ୍ରି । ଏନେଇ ରାଜ୍ୟର ସମସ୍ତ ଶୈବପୀଠ ଚଳଚଞ୍ଚଳ ହୋଇପଡିଛି । ସେହିପରି ସକାଳୁ ସକାଳୁ ପୁରୀ ଲୋକନାଥ, ଲିଙ୍ଗରାଜ, ଧବେଲେଶ୍ୱର, ଗୁପେଶ୍ୱର, ପଞ୍ଚେଲିଙ୍ଗେଶ୍ୱର, କପିଳାସ ଆଦି ପ୍ରମୁଖ ମନ୍ଦିରରେ ଭକ୍ତଙ୍କ ଭିଡ ଲାଗିଛି । ମହାଦେବଙ୍କର ଏହି ବଡ ପର୍ବରେ ଭକ୍ତମାନେ ଉଜାଗର ରହି ଶିବଙ୍କ ଠାରେ ଦୀପ ଜାଳିବେ । ସେହିପରି ପ୍ରଭୁ ଲିଙ୍ଗରାଜଙ୍କ ଠାରେ ରାତି ୧୦ଟାରେ ମହାଦୀପ ଉଠିବ ବୋଲି ସୂଚନା ମିଳିଛି ।

ଅପରପକ୍ଷେ ଭକ୍ତଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଆଲୋକ ମାଳ ସାଙ୍ଗକୁ ୨୦ ପ୍ରକାରର ରଙ୍ଗ ବେରଙ୍ଗର ଫୁଲରେ ସଜେଇ ହୋଇଛି ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର । ମନ୍ଦିରରେ ଫୁଲ ସଜେଇବା ଲାଗି ୧୫ ଲକ୍ଷରୁ ଅଧିକ ଟଙ୍କାର ଫୁଲ ବ୍ୟବହାର ହୋଇଛି । ଏହାସହିତ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥାମାନ ମଧ୍ୟ କରାଯାଇଛି । ଯେପରିକି ବ୍ୟାରିକେଡ୍, ଛାୟୀ ପାଇଁ ଅସ୍ଥାୟୀ ସେଡ୍ ନିର୍ମାଣ କରାଯାଇଛି । ଏହାସହିତ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ୩୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି ।
👍  , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , and 645 others
properties (23)
authoramanprem
permlinkc213f9ez8q
categorysteempress
json_metadata{"community":"steempress","app":"steempress","image":["https://atrnews.in/wp-content/uploads/2020/02/lo-750x420.jpg"],"tags":["steempress","blog","atrnews-odishareligion"],"canonical_url":"https://atrnews.in/odisha/today-is-mahashivaratri/"}
created2020-02-21 02:29:18
last_update2020-02-21 02:29:18
depth0
children0
last_payout2020-02-28 02:29:18
cashout_time1969-12-31 23:59:59
total_payout_value0.270 HBD
curator_payout_value0.276 HBD
pending_payout_value0.000 HBD
promoted0.000 HBD
body_length847
author_reputation33,104,693,194,908
root_title"ଆଜି ମହାଶିବରାତ୍ରି;ଚଳଚଞ୍ଚଳ ଶୈବପୀଠ,ଫୁଲରେ ଝଲସୁଛି ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର"
beneficiaries
0.
accountsteempress
weight1,500
max_accepted_payout1,000,000.000 HBD
percent_hbd10,000
post_id95,663,599
net_rshares3,150,438,402,564
author_curate_reward""
vote details (709)