create account

ଶନିବାର ଏହି ମନ୍ତ୍ର ଜପିବା ଦ୍ୱାରା ଶାନ୍ତ ହୋଇଥାନ୍ତି ଶନିଦେବ by amanprem

View this thread on: hive.blogpeakd.comecency.com
· @amanprem ·
ଶନିବାର ଏହି ମନ୍ତ୍ର ଜପିବା ଦ୍ୱାରା ଶାନ୍ତ ହୋଇଥାନ୍ତି ଶନିଦେବ
ଭୁବନେଶ୍ୱର (ଏଟିଆର ବ୍ୟୁରୋ): ନ୍ୟାୟପ୍ରିୟ ହେଉଛନ୍ତି ଶନିଦେବ । ବ୍ୟକ୍ତିଙ୍କ କର୍ମ ଫଳ ଅନୁସାରେ ହିଁ ତାଙ୍କୁ ଫଳ ପ୍ରଦାନ କରିଥାନ୍ତି । ବ୍ୟକ୍ତିଙ୍କ ଭଲ, ମନ୍ଦ କାର୍ଯ୍ୟର ଆକଳନ କରି ଶୁଭ ଓ ଅଶୁଭ ଫଳ ପ୍ରଦାନ କରନ୍ତି ଶନିଦେବ । କୁହାଯାଏ ଶନି କ୍ରୁର ସ୍ୱଭାବର । ଆହୁରି ମଧ୍ୟ କୁହାଯାଏ କି ଶନିଦେବଙ୍କ ଦୃଷ୍ଟି ଯାହା ଉପରେ ପଡେ ତାଙ୍କ ଖରାପ ସମୟ ଆସିଯାଏ । ସେଥିପାଇଁ ଶନି ସର୍ବଦା ତଳକୁ ମୁହଁ କରି ରୁହନ୍ତି ।

ଏହାସହତ କଦାପି ଶନିଙ୍କୁ ଅସନ୍ତୋଷ କରିବା ଉଚିତ୍ ନୁହେଁ । ଯେତେବେଳେ ଶନିଙ୍କ ସାଢେ ସାତୀ ଚାଲିଥିବ ସେତେବେଳେ କିଛି କଥା ପ୍ରତି ଧ୍ୟାନ ରଖିବା ସହିତ କିଛି କାର୍ଯ୍ୟ କରିବା ଉଚିତ୍ ନୁହେଁ । ଯାହାଦ୍ୱାରା ଶନି ଅସନ୍ତୋଷ ହେବେନି ।

ସେହିପରି ଶନିଙ୍କର ଏହି ମନ୍ତ୍ର ଜପିବା ଦ୍ୱାରା ଶନିଦେବ ପ୍ରସନ୍ନ ହୋଇଥାନ୍ତି । ଓଁ ଶଂ ନୋ ଦେବିରାଭିଷ୍ଟୟ ଆପୋ ଭବନ୍ତୁ ପିତୟେ । ଶଂ ୟୋରାଭି ସ୍ତ୍୍ରଭନ୍ତୁ ନଃ ଏହି ମନ୍ତ୍ର ଶନିବାର ଦିନ ଜପିବା ଶୁଭ ହୋଇଥାଏ ଏବଂ ଶନି ଶାନ୍ତ ହୋଇଥାନ୍ତି ।
properties (22)
authoramanprem
permlinkcqqxwkw73djq9l6ifa6i
categoryatrnews-religionlordshani
json_metadata{"community":"exxp","app":"exxp","image":[""],"tags":["atrnews-religionlordshani"],"canonical_url":"https://atrnews.in/religion/chant-shani-mantra-on-saturday/"}
created2021-06-19 09:48:45
last_update2021-06-19 09:48:45
depth0
children0
last_payout2021-06-26 09:48:45
cashout_time1969-12-31 23:59:59
total_payout_value0.000 HBD
curator_payout_value0.000 HBD
pending_payout_value0.000 HBD
promoted0.000 HBD
body_length731
author_reputation33,104,693,194,908
root_title"ଶନିବାର ଏହି ମନ୍ତ୍ର ଜପିବା ଦ୍ୱାରା ଶାନ୍ତ ହୋଇଥାନ୍ତି ଶନିଦେବ"
beneficiaries
0.
accountsteempress
weight1,500
max_accepted_payout1,000,000.000 HBD
percent_hbd10,000
post_id104,425,360
net_rshares0