create account

ବେକାରୀରେ ନମ୍ବରୱାନ ଓଡିଶା by amanprem

View this thread on: hive.blogpeakd.comecency.com
· @amanprem ·
$0.64
ବେକାରୀରେ ନମ୍ବରୱାନ ଓଡିଶା
<center>https://atrnews.in/wp-content/uploads/2019/11/job-fair-bernama_170519.jpg</center> <br/>ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଏବେ ସାରା ଦେଶରେ ବେକାରୀ ସମସ୍ୟା ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ନିଯୁକ୍ତି ସୁଯୋଗ ସୃଷ୍ଟିରେ ଅଭାବ ହେଉ ଅବା ଦକ୍ଷତା ବିକାଶରେ ଅଭାବ । କୋଉଠି ନାଁ କୋଉଠି ତୃଟି ଯୋଗୁ ବେକାରୀ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ସେ ଯାହା ବି ହେଉ ଏବେ ବେକାରୀରେ ଓଡିଶା ସବୁଠାରୁ ଆଗରେ ରହିଛି । ଭାରତ ସରକାରଙ୍କ ଏନଏସ ଦ୍ୱାରା କରାଯାଇଥିବା ଏକ ସର୍ଭେ ରିପୋର୍ଟରୁ ଏହା ଜଣା ପଡିଛି । ସର୍ଭେ ରିପୋର୍ଟ ଅନୁସାରେ ପ୍ରତି ୧୦ ଜଣ ଆଶାୟୀଙ୍କ ମଧ୍ୟରେ ୩ ଜଣ ରହିଛନ୍ତି ବେକାର ।

ଶେଷ ତିନିମାସର ରିପୋର୍ଟ ଅନୁସାରେ ପୁରୁଷ ବେକାରୀଙ୍କ କ୍ଷେତ୍ରରେ ଓଡିଶା ଆଗରେ । ତଥ୍ୟ କହୁଛି ବେକାର ପୁରୁଷ ୩୨ ପ୍ରତିଶତ ରହିଥିବା ବେଳେ ବେକାରୀ ମହିଳା ୩୯.୨ ରହିଛି । ସମୁଦାୟ ୩୩.୮ ପ୍ରତିଶତ ବେକାରୀ ଓଡିଶାରେ । ୧୫ ରୁ ୨୯ ବର୍ଷ ଆଶାୟୀ ଯୁବକଙ୍କ କ୍ଷେତ୍ରରେ ଅନ୍ୟରାଜ୍ୟକୁ ପଛରେ ପକାଇ ଓଡିଶା ଆଗରେ ରହିଛି । ସେହିଭଳି ରାଜ୍ୟରେ ମହିଳା ବେକାରୀଙ୍କ କଥା ଯଦି ଦେଖିବା ମହିଳାଙ୍କ କ୍ଷେତ୍ରରେ ଓଡିଶା ୫ମ ସ୍ଥାନରେ ରହିିଛି । ତେବେ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଏବେ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରିବା ଆରମ୍ଭ କରି ଦେଇଛନ୍ତି ।
👍  , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , and 936 others
properties (23)
authoramanprem
permlinkhf0q53pw5f
categorysteempress
json_metadata{"community":"steempress","app":"steempress","image":["https://atrnews.in/wp-content/uploads/2019/11/job-fair-bernama_170519.jpg"],"tags":["steempress","blog","atrnews-nationalnewsunemployment"],"canonical_url":"https://atrnews.in/education/unemployment-in-odisha/"}
created2019-11-25 03:35:24
last_update2019-11-25 03:35:24
depth0
children1
last_payout2019-12-02 03:35:24
cashout_time1969-12-31 23:59:59
total_payout_value0.322 HBD
curator_payout_value0.313 HBD
pending_payout_value0.000 HBD
promoted0.000 HBD
body_length943
author_reputation33,104,693,194,908
root_title"ବେକାରୀରେ ନମ୍ବରୱାନ ଓଡିଶା"
beneficiaries
0.
accountsteempress
weight1,500
max_accepted_payout1,000,000.000 HBD
percent_hbd10,000
post_id92,807,220
net_rshares3,574,903,787,371
author_curate_reward""
vote details (1000)
@steemitboard ·
Congratulations @amanprem! You have completed the following achievement on the Steem blockchain and have been rewarded with new badge(s) :

<table><tr><td><img src="https://steemitimages.com/60x60/http://steemitboard.com/img/notifications/postallweek.png"></td><td>You published a post every day of the week</td></tr>
</table>

<sub>_You can view [your badges on your Steem Board](https://steemitboard.com/@amanprem) and compare to others on the [Steem Ranking](https://steemitboard.com/ranking/index.php?name=amanprem)_</sub>
<sub>_If you no longer want to receive notifications, reply to this comment with the word_ `STOP`</sub>


To support your work, I also upvoted your post!


###### [Vote for @Steemitboard as a witness](https://v2.steemconnect.com/sign/account-witness-vote?witness=steemitboard&approve=1) to get one more award and increased upvotes!
properties (22)
authorsteemitboard
permlinksteemitboard-notify-amanprem-20191125t040058000z
categorysteempress
json_metadata{"image":["https://steemitboard.com/img/notify.png"]}
created2019-11-25 04:00:57
last_update2019-11-25 04:00:57
depth1
children0
last_payout2019-12-02 04:00:57
cashout_time1969-12-31 23:59:59
total_payout_value0.000 HBD
curator_payout_value0.000 HBD
pending_payout_value0.000 HBD
promoted0.000 HBD
body_length858
author_reputation38,975,615,169,260
root_title"ବେକାରୀରେ ନମ୍ବରୱାନ ଓଡିଶା"
beneficiaries[]
max_accepted_payout1,000,000.000 HBD
percent_hbd10,000
post_id92,807,753
net_rshares0