create account

ଦେଶରେ ଗୋଟେଦିନରେ ୪୮,୬୯୮ କରୋନା ଆକ୍ରାନ୍ତ ଚିହ୍ନଟ by amanprem

View this thread on: hive.blogpeakd.comecency.com
· @amanprem ·
$0.17
ଦେଶରେ ଗୋଟେଦିନରେ ୪୮,୬୯୮ କରୋନା ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ଦୈନିକ ସଂକ୍ରମଣ ହ୍ରାସ ହେଉଛି । ସହିଅନୁଯାୟୀ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ସଂଖ୍ୟା ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ନୂତନ ୪୮,୬୯୮ ନୂତନ ମାମଲା ସାମ୍ନାକୁ ଆସିଛି । ଏହାପରେ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୦୧,୮୩,୧୪୩ ରେ ପହଁଚିଛି । ସେହିପରି ଏହି ମାରାତ୍ମକ ଭାଇରସ ପାଇଁ ୨୪ ଘଣ୍ଟାରେ ୧୧୮୩ ଜଣଙ୍କର ମୃତ୍ୟୁ ହୋଇଛି । ଏହାପରେ ଦେଶରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩,୯୪,୪୯୩ ରେ ପହଁଚିଛି ।

ସେହିପରି ଦେଶରେ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ସେହିଅନୁଯାୟୀ ଦେଶରେ ମୋଟ ୨,୯୧,୯୩,୦୮୫ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି । ଅନ୍ୟପଟେ ଏବେ ଦେଶରେ ୦୫,୯୫,୫୬୫ ଟି ସକ୍ରିୟ ମାମଲା ରହିଛି ।
👍  , , , , , , , , , , ,
properties (23)
authoramanprem
permlinki4gl6qm6280flptmciwe
categoryatrnews-indiacoronaupdate
json_metadata{"community":"exxp","app":"exxp","image":[""],"tags":["atrnews-indiacoronaupdate"],"canonical_url":"https://atrnews.in/odisha/corona-update-in-india-237/"}
created2021-06-26 04:49:54
last_update2021-06-26 04:49:54
depth0
children0
last_payout2021-07-03 04:49:54
cashout_time1969-12-31 23:59:59
total_payout_value0.084 HBD
curator_payout_value0.089 HBD
pending_payout_value0.000 HBD
promoted0.000 HBD
body_length581
author_reputation33,104,693,194,908
root_title"ଦେଶରେ ଗୋଟେଦିନରେ ୪୮,୬୯୮ କରୋନା ଆକ୍ରାନ୍ତ ଚିହ୍ନଟ"
beneficiaries
0.
accountsteempress
weight1,500
max_accepted_payout1,000,000.000 HBD
percent_hbd10,000
post_id104,557,353
net_rshares373,308,482,417
author_curate_reward""
vote details (12)