create account

ଏହି ସର୍ତ୍ତରେ ଆପଣ ଆପଣଙ୍କ ଗାଡିକୁ ଅନ୍ୟକୁ ଚଳାଇବାକୁ ଦେଇ ପାରିବେ by amanprem

View this thread on: hive.blogpeakd.comecency.com
· @amanprem · (edited)
$0.72
ଏହି ସର୍ତ୍ତରେ ଆପଣ ଆପଣଙ୍କ ଗାଡିକୁ ଅନ୍ୟକୁ ଚଳାଇବାକୁ ଦେଇ ପାରିବେ
<center>https://atrnews.in/wp-content/uploads/2019/11/deiparibe.png</center> <br/>ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଉ ମାତ୍ର ୩ ଦିନ ପରେ ପୁଣି ରାଜ୍ୟରେ ଜୋରଦାର ହେବ ଗାଡି ମଟର ଚେକିଂ କଡାକଡି । ଏଥି ପାଇଁ ଏବେଠି  ଲୋକ ଚିନ୍ତାରେ ପଡି ଗଲେଣି । କାରଣ ଯଦି ଆପଣଙ୍କର କୌଣସି ବି ଗୋଟିଏ କାଗଜ ପତ୍ର ଠିକ ନାହିଁ ତେବେ ଆପଣଙ୍କୁ ଗଣିବାକୁ ପଡିବ ମୋଟା ଅଙ୍କର ଜରିମାନା । ଏହି ଅବସରରେ ଏବେ ସବୁଠାରୁ ମୁଖ୍ୟ ପ୍ରସଙ୍ଗ ହୋଇଛି ଅନ୍ୟ ନାମରେ ଥିବା ଗୋଟିଏ ଗାଡିକୁ ଆଉ ଜଣେ ଚଳାଇ ପାରିବ କି ନାହିଁ ।

ବାପାଙ୍କ ନାମରେ ଅବା ସମ୍ପର୍କୀୟଙ୍କ ନାମରେ ଥିବା ଗାଡିକୁ ପରିବାରର ଅନ୍ୟ ସଦସ୍ୟ ମାନେ ବ୍ୟବହାର କରି ପାରିବେ କି ନାହିଁ । କାରଣ ଏଇ ନିକଟରେ ବାପାଙ୍କ ଗାଡି ଚଳାଇଥିବାରୁ ଜଣେ ଝିଅ ଉପରେ ଅଧିକ ମାତ୍ରାରେ ଜରିମାନା ଲାଗୁ ହୋଇଥିଲା । ଏନେଇ ଗଣ ମାଧ୍ୟମରେ ମଧ୍ୟ ଖବର ପ୍ରକାଶ ପାଇଥିଲା । ତେବେ ଏହାକୁ ନେଇ ଏବେ ଭଦ୍ରକ ଆରଟିଓ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ବାପାଙ୍କ ଗାଡି ପୁଅ ଝିଅ ଚଲାଇବା ଏହା ବେଆଇନ ସେଭଳି କିଛି ନିୟମ ନାହିଁ । ଯଦି ଗାଡିର କାଗଜ ପତ୍ର ଠିକ ଥିବ ଓ ଚାଳକର  ଗାଡି ଲାଇସେନ୍ସ ଅଛି ତେବେ ଗାଡିର ମାଲିକ ଯିଏ ଥିଲେ ବି ସମସ୍ତେ ଗାଡି ଚଳାଇ ପାରିବେ ।
👍  , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , and 936 others
properties (23)
authoramanprem
permlinkj8egt2erq1
categorysteempress
json_metadata{"community":"steempress","app":"steempress","image":["https://atrnews.in/wp-content/uploads/2019/11/deiparibe.png"],"tags":["steempress","blog","atrnews-nationalnews"],"canonical_url":"https://atrnews.in/odisha/rto-clarify-regarding-riding-vehicles/"}
created2019-11-27 04:34:36
last_update2019-11-27 06:20:27
depth0
children0
last_payout2019-12-04 04:34:36
cashout_time1969-12-31 23:59:59
total_payout_value0.361 HBD
curator_payout_value0.356 HBD
pending_payout_value0.000 HBD
promoted0.000 HBD
body_length892
author_reputation33,104,693,194,908
root_title"ଏହି ସର୍ତ୍ତରେ ଆପଣ ଆପଣଙ୍କ ଗାଡିକୁ ଅନ୍ୟକୁ ଚଳାଇବାକୁ ଦେଇ ପାରିବେ"
beneficiaries
0.
accountsteempress
weight1,500
max_accepted_payout1,000,000.000 HBD
percent_hbd10,000
post_id92,867,829
net_rshares3,969,939,854,679
author_curate_reward""
vote details (1000)