<center>https://atrnews.in/wp-content/uploads/2020/03/exam-750x410.jpg</center> <br/>ସମ୍ବଲପୁର(ଏଟିଆର ବ୍ୟୁରୋ):ପରୀକ୍ଷା ନଦେଇ ପାସ କରିବା ଆଶା ହେଲା କାଳ! ପରୀକ୍ଷା ଦେବାରୁ ବଞ୍ଚିତ ହେଲେ ୨୫ରୁ ଉର୍ଦ୍ଧ ଛାତ୍ରାଛାତ୍ରୀ । ଆଡମିଟ କାର୍ଡ ନଆସିବାରୁ ପରୀକ୍ଷା ଦେଇ ପାରିଲେନି । ଭୟରେ କଲେଜ କତ୍ତୃପକ୍ଷ ଫେରାର ହୋଇଯାଇଛନ୍ତି । ଆଉ କଲେଜ ଗେଟରେ ଝୁଲୁଛି ତାଲା । ଏଭଳି ଏକ ଘଟଣା ଦେଖିବାକୁ ମିଲିଛି ସମ୍ବଲପୁର ଯମୁନାଦେବୀ ବେସରକାରୀ ମହାବିଦ୍ୟାଳୟରେ । ସୂଚନା ଅନୁସାରେ ୩୬ ଜଣ ଛାତ୍ରଛାତ୍ରୀ ୨ ବର୍ଷ ହେବ ଏଠାରେ ପତ୍ର ବିନିମୟ ପାଠ୍ୟକ୍ରମ ପାଇଁ ନାମ ଲେଖାଇ ଥିଲେ । ଏହା ସହ କଲେଜ କତ୍ତୃପକ୍ଷ ପରୀକ୍ଷା ନଦେଇ ପାସ କରିବା ପାଇଁ ପ୍ରତିଶୃତି ଦେଇ ଛାତ୍ରଛାତ୍ରୀ ମାନଙ୍କ ଠାରୁ ଅଧିକ ଟଙ୍କା ନେଇଥିବାର ଅଭିଯୋଗ ହୋଇଛି । ତେବେ ଆଡମିଟ କାର୍ଡ ନଆସିବାରୁ ସବୁ ଘଟଣା ସାମ୍ନାକୁ ଆସିଛି । ଗତକାଲି ଏନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଧନୁପାଲି ଥାନାରେ ଅଭିଯୋଗ କରିଥିଲେ । ଏହା ପରେ ସୋନପୁର ଜିଲ୍ଲାର ସିଣ୍ଡେଲ କଲେଜରେ ପରୀକ୍ଷା ବ୍ୟବସ୍ଥା କରାଯାଇଛି ଓ ସେଠାରେ ଆଡମିଟ କାର୍ଡ ମିଳିବ ବୋଲି କତ୍ତୃପକ୍ଷ କହିଥିଲେ । ହେଲେ ଆଜି ଛାତ୍ରଛାତ୍ରୀ ମାନେ ସିଣ୍ଡେଲ କଲେଜ ଯାଇ ପହଞ୍ଚିବାରୁ ସବୁ ମିଛ ଧରାପଡି ଯାଇଛି । ଛାତ୍ରାଛାତ୍ରୀ ମାନେ ପରୀକ୍ଷା ଦେଇପାରି ନାହାନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି ଯେ, ସରାକରଙ୍କ ଏତେ ନିୟମା ବଳୀ ଭିତରେ କିଭଲି ଏମିତି ଏକ କଲେଜ ଚାଲିଥିଲା । ବର୍ତ୍ତମାନ ପରୀକ୍ଷାରୁ ବଞ୍ଚିତ ହୋଇଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କଣ ହେବ । ଏଥି ପାଇଁ କିଏ ଦିୟୀ । ଏଭଲି ବିଭିନ୍ନ ପ୍ରକାର ପ୍ରଶ୍ନ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।
author | amanprem | ||||||
---|---|---|---|---|---|---|---|
permlink | ja2m18nsm8 | ||||||
category | steempress | ||||||
json_metadata | {"community":"steempress","app":"steempress","image":["https://atrnews.in/wp-content/uploads/2020/03/exam-750x410.jpg"],"tags":["steempress","blog","atrnews-odishaeducation"],"canonical_url":"https://atrnews.in/odisha/25-students-not-appear-plus-two-exam-in-sambalpur/"} | ||||||
created | 2020-03-04 07:49:30 | ||||||
last_update | 2020-03-04 08:46:03 | ||||||
depth | 0 | ||||||
children | 0 | ||||||
last_payout | 2020-03-11 07:49:30 | ||||||
cashout_time | 1969-12-31 23:59:59 | ||||||
total_payout_value | 0.000 HBD | ||||||
curator_payout_value | 0.000 HBD | ||||||
pending_payout_value | 0.000 HBD | ||||||
promoted | 0.000 HBD | ||||||
body_length | 1,226 | ||||||
author_reputation | 33,104,693,194,908 | ||||||
root_title | "ପରୀକ୍ଷା ନଦେଇ ପାସ କରିବା ଆଶା ହେଲା କାଳ !" | ||||||
beneficiaries |
| ||||||
max_accepted_payout | 1,000,000.000 HBD | ||||||
percent_hbd | 10,000 | ||||||
post_id | 96,039,682 | ||||||
net_rshares | 71,950,504,093 | ||||||
author_curate_reward | "" |
voter | weight | wgt% | rshares | pct | time |
---|---|---|---|---|---|
anomaly | 0 | 177,833,449 | 1% | ||
amja | 0 | 180,960,037 | 100% | ||
trumpdump | 0 | 1,149,069,289 | 100% | ||
absolutelywoman | 0 | 10,878,962,871 | 100% | ||
cejero021 | 0 | 2,531,534,430 | 100% | ||
sharesteemit | 0 | 1,656,016,503 | 100% | ||
jhon007 | 0 | 630,469,115 | 100% | ||
cristano-ronaldo | 0 | 1,981,576,850 | 100% | ||
klickslave | 0 | 705,250,067 | 100% | ||
juanpimentel | 0 | 1,267,698,957 | 100% | ||
noagendashow | 0 | 2,569,228,256 | 100% | ||
tiggeroush | 0 | 555,988,236 | 100% | ||
jonbabu | 0 | 3,244,820,122 | 100% | ||
hafiz34 | 0 | 26,863,474,647 | 100% | ||
cheneats | 0 | 17,338,051,549 | 100% | ||
laissez-faire | 0 | 219,569,715 | 100% |