create account

ସାଧାରଣତନ୍ତ୍ର ଦିବସ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି by amanprem

View this thread on: hive.blogpeakd.comecency.com
· @amanprem · (edited)
$0.85
ସାଧାରଣତନ୍ତ୍ର ଦିବସ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି
<center>https://atrnews.in/wp-content/uploads/2020/01/pataka-utalana-kalee-f.jpg</center> <br/>ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ୭୧ ତମ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ ରାଜପଥରେ ପତାକା ଉତ୍ତୋଳନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ବ୍ରାଜିଲର ରାଷ୍ଟ୍ରପତି ଜାଇର ବୋଲଜୋନର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମଧ୍ୟ ଉପସ୍ଥିତ ରହିଥିଲେ ।

ଏହି ଅବସରରେ ରାଷ୍ଟ୍ରପତିଙ୍କୁ ୨୧ ତୋପ ସଲାମ ଦିଆଯାଇଥିଲା । ଉଭୟ ଦେଶର ରାଷ୍ଟ୍ରପତି ରାଜପଥରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କୁ ସ୍ୱାଗତ କରିଥିଲେ । ଆକାଶରୁ ଏମଆଇ ୧୭ ଓ ଭି ୫ ହେଲିକପ୍ଟର ଆକାଶରୁ ପୁଷ୍ପ ବର୍ଷା କରିଥିଲେ । ସ୍ଥଳସେନା, ବାୟୁସେନା ଓ ନୌସେନା ପରେଡ ପଦର୍ଶନ କରିଥିଲେ ।
👍  , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , and 936 others
properties (23)
authoramanprem
permlinkvjapqj08ch
categorysteempress
json_metadata{"community":"steempress","app":"steempress","image":["https://atrnews.in/wp-content/uploads/2020/01/pataka-utalana-kalee-f.jpg"],"tags":["steempress","blog","atrnews-nationalnews"],"canonical_url":"https://atrnews.in/national-news/president-of-india-ram-nath-kovind-unfurls-the-national-flag/"}
created2020-01-26 06:04:06
last_update2020-01-26 06:47:15
depth0
children0
last_payout2020-02-02 06:04:06
cashout_time1969-12-31 23:59:59
total_payout_value0.421 HBD
curator_payout_value0.433 HBD
pending_payout_value0.000 HBD
promoted0.000 HBD
body_length638
author_reputation33,104,693,194,908
root_title"ସାଧାରଣତନ୍ତ୍ର ଦିବସ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି"
beneficiaries
0.
accountsteempress
weight1,500
max_accepted_payout1,000,000.000 HBD
percent_hbd10,000
post_id94,773,810
net_rshares4,586,337,899,632
author_curate_reward""
vote details (1000)