create account

କାଳ ହେଲା କୁହୁଡି,ଲାଇନଚ୍ୟୁତ୍ ହେଲା ଏଲଟିଟି ଏକ୍ସପ୍ରେସ by amanprem

View this thread on: hive.blogpeakd.comecency.com
· @amanprem ·
$0.43
କାଳ ହେଲା କୁହୁଡି,ଲାଇନଚ୍ୟୁତ୍ ହେଲା ଏଲଟିଟି ଏକ୍ସପ୍ରେସ
<center>https://atrnews.in/wp-content/uploads/2020/01/tttttttt999-750x327.jpg</center> <br/>କଟକ (ଏଟିଆର ବ୍ୟୁରୋ): ମୁମ୍ବାଇ- ଭୁବନେଶ୍ୱର ଏଲଟିଟି ଏକ୍ସପ୍ରେସ ଲାଇନ୍ ଚ୍ୟୁତ୍ । କଟକ ନିର୍ଗୁଣ୍ଡି ରେଳ ଷ୍ଟେସନ ଶାଳଗାଁ ନିକଟରେ ଏହି ଟ୍ରେନଟି ଲାଇନଚ୍ୟୁତ୍ ହୋଇଛି । ଆଜି ସକାଳୁ ଘନ କୁହୁଡି ଲାଗି ରହିଥିବା ଫଳରେ ଟ୍ରେନ୍ ରେଳ ଧାରଣାରୁ ବାହାରକୁ ପଳେଇଥିଲା । ଏହି ଦୁର୍ଘଟଣାରେ ୪୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଏହାସହିତ ୫ ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି ।

ଦୁର୍ଘଟଣା ଘଟିବା ପରେ ଯାତ୍ରୀ ଭୟବିତ ହୋଇପଡିଥିଲେ ଏବଂ କିଛି ଯାତ୍ରୀ ରେଳ ବିଭାଗକୁ ଟ୍ୱିଟ୍ କରିବା ପରେ ରେଳ ବିଭାଗ କର୍ମୀ ଏବଂ ପୋଲିସ ଘଟଣାସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଦୁର୍ଘଟଣାରେ କେତେ କ୍ଷୟ କ୍ଷତି ହୋଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ । ମାତ୍ର ଦୁର୍ଘଟଣାଟି ଘନ କୁହୁଡି ଯୋଗୁଁ ହୋଇଛି ବୋଲି ଜଣା ପଡିଛି ।

ଅପରପେକ୍ଷ ଦୁର୍ଘଟଣା ଯୋଗୁଁ ଅନେକ ଲୋକ ଫସି ରହିଛନ୍ତି । ଯାତ୍ରୀଙ୍କ ସହ ଯୋଗାଯୋଗ କରିବା ନିମନ୍ତେ ରେଳବାଇ ପକ୍ଷରୁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି ।
👍  , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , and 936 others
properties (23)
authoramanprem
permlinkxo4173hdfb
categorysteempress
json_metadata{"community":"steempress","app":"steempress","image":["https://atrnews.in/wp-content/uploads/2020/01/tttttttt999-750x327.jpg"],"tags":["steempress","blog","atrnews-odishaaccidentandmishap"],"canonical_url":"https://atrnews.in/odisha/ltt-express-derails-in-cuttack/"}
created2020-01-16 05:55:03
last_update2020-01-16 05:55:03
depth0
children0
last_payout2020-01-23 05:55:03
cashout_time1969-12-31 23:59:59
total_payout_value0.225 HBD
curator_payout_value0.200 HBD
pending_payout_value0.000 HBD
promoted0.000 HBD
body_length828
author_reputation33,104,693,194,908
root_title"କାଳ ହେଲା କୁହୁଡି,ଲାଇନଚ୍ୟୁତ୍ ହେଲା ଏଲଟିଟି ଏକ୍ସପ୍ରେସ"
beneficiaries
0.
accountsteempress
weight1,500
max_accepted_payout1,000,000.000 HBD
percent_hbd10,000
post_id94,445,600
net_rshares2,708,993,022,750
author_curate_reward""
vote details (1000)