create account

Tx 356254716c17efcbdd9eb6e42a816a7fa766a2d2@54447061

Included in block 54,447,061 at 2021-06-03 03:48:33 (UTC)

35625471 comment options: 100.0% HBD, allow votes: true, allow curation rewards: true

Raw transaction

ref_block_num52,161
ref_block_prefix2,690,986,773
expiration2021-06-03 03:58:27
operations
0.
0.comment
1.
parent_author""
parent_permlinkatrnews-odishacoronapositive
authoramanprem
permlinkm5xcs6v3tjx3o4gwshx8
title"ରାଜ୍ୟରୁ ନୂତନ ୮୮୩୯ କରୋନା ରୋଗୀ ଚିହ୍ନଟ"
body"ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଜାରି ରହିଛି କରୋନା କୋପ । ପ୍ରତ୍ୟେକ ଦିନ କରୋନର ନୂତନ ମାମଲା ସାମ୍ନାକୁ ଆସୁଥିବା ବେଳେ ଏବେ ୧୦ ହଜାର ତଳେ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୮୮୩୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୯୪୮ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୩୮୯୧ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
https://twitter.com/IPR_Odisha/status/1400285656182517763?s=20
https://twitter.com/IPR_Odisha/status/1400285660620070913?s=20
ଅନ୍ୟପଟେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଏବେ ପୁଣି ନୂତନ ୧୦୫୯୪ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୯୦୯୭୦ ରହିଥିବା ବେଳେ ଏହି ରୋଗରୁ ୭୦୨୬୨୧ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି ଏବଂ ୮୫୪୨୩ ଜଣ ଚିକିତ୍ସିତ ହେଉଛନ୍ତି ।"
json_metadata{"community":"exxp","app":"exxp","image":[""],"tags":["atrnews-odishacoronapositive"],"canonical_url":"https://atrnews.in/odisha/corona-new-positive-cases-in-odisha/"}
1.
0.comment_options
1.
authoramanprem
permlinkm5xcs6v3tjx3o4gwshx8
max_accepted_payout1,000,000.000 HBD
percent_hbd10,000
allow_votestrue
allow_curation_rewardstrue
extensions
0.
0.comment_payout_beneficiaries
1.
beneficiaries
0.
accountsteempress
weight1,500
extensions[]
signatures
0.1f3723d09f0913d85fe4310271eafd297c183da00f89d53b9ee5fafaa23cf2b7ef6e655c2c35e6ac538c8e14fa3aab475dbf4774b387c6f934bb8bde3282ff030d
transaction_id356254716c17efcbdd9eb6e42a816a7fa766a2d2
block_num54,447,061
transaction_num5